ପ୍ୟାରିସ୍ରେ AI ଆକ୍ସନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
-ଭାରତରେ AIର ଉପଯୋଗିତା ଉପରେ ରଖିଲେ ମତ
-AI ଆମର ଅର୍ଥନୀତି , ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟାରମ୍ଭ କରିସାରିଛି
-ଭାରତରେ AI ପ୍ରତିଭାର କୌଣସି ଅଭାବ ନାହିଁ
-ଦେଶର ୧୪୦ କୋଟି ଲୋକଙ୍କ ପାଇଁ AI ଭିତ୍ତିଭୂମି କରିପାରିଛୁ
-ବୈଷୟିକ ଡାଟା ସୁରକ୍ଷା ପାଇଁ AIର ବ୍ୟବହାର କରାଯାଉଛି
-ବିଶ୍ବରେ AIର ଉପଯୋଗିତା ବଢ଼ିବାର ଆବଶ୍ୟକତା ରହିଛି
-AIକୁ ମନୁଷ୍ୟ ସମାଜର ବିକାଶ କ୍ଷେତ୍ରରେ ଲାଗୁ କରିବା ଦରକାର.
