ମହିଳା କମିଶନ କ୍ଷମତାହୀନ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
-‘କମିଶନଙ୍କ ଅଧିକାର ସମନ୍ କରିବା , ଡାକିବା , ଦଣ୍ଡିତ କରିବା’
-‘ମାତ୍ର ମହିଳା କମିଶନଙ୍କର ଦଣ୍ଡିତ କରିବା ଅଧିକାର ନାହିଁ’
-‘୩୨ ବର୍ଷ ହେଲାଣି ମହିଳା କମିଶନ କେବଳ ସୁପାରିସ୍ କରୁଛନ୍ତି’
-‘କମିଶନଙ୍କର ପୋଲିସ ପାୱାର ବିନା କିଛି ମାନେ ନାହିଁ’
-‘କମିଶନ ନିଜେ ଆକ୍ସନ ନେବା ଦରକାର , ନହେଲେ ମାନେ କିଛି ନାହିଁ’
-‘ମହିଳା କମିଶନଙ୍କୁ କ୍ଷମତା ଦେବା ପାଇଁ ଏବେ ସମୟ ଆସିଛି’
-‘ସେ ଅଧିକାର ସରକାର ଦେବେ , ମହିଳା କମିଶନ କ୍ଷମତା ସମ୍ପନ୍ନ ହେବ’.
