Search
Close this search box.

ବାକ୍ ସ୍ୱାଧୀନତାକୁ ନେଇ ସୁପ୍ରିମ ରାୟ

ନୂଆଦିଲ୍ଲୀ, ୨୮/୦୩: ବାକ୍ ସ୍ୱାଧୀନତା ଏକ ସୁସ୍ଥ ଓ ସଭ୍ୟ ସମାଜର ଏକ ଅବିଚ୍ଛେଦ୍ୟ ଅଂଶ। ନାଗରିକଙ୍କ ଏହା ମୌଳିକ ଅଧିକାର। କବିତା, ନାଟକ ଓ ବ୍ୟଙ୍ଗାତ୍ମକ ଗୀତ ଜୀବନକୁ ଅଧିକ ସମୃଦ୍ଧ କରେ। ତେଣୁ ଏହାର ସୁରକ୍ଷା କୋର୍ଟଙ୍କ ଦାୟିତ୍ୱ ବୋଲି ଏକ ଆବେଦନର ଶୁଣାଣି କରି କହିଛନ୍ତି ସୁପ୍ରିମକୋର୍ଟ।ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ‘କବିତା ଧର୍ମ ବିରୋଧୀ କିମ୍ବା ଦେଶ ବିରୋଧୀ ନୁହେଁ ଏବଂ ପୋଲିସ ସମ୍ବେଦନଶୀଳତା

AIର ଜଗତୀକରଣ ବଢ଼ୁ: ମୋଦି

ପ୍ୟାରିସ୍‌ରେ AI ଆକ୍ସନ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ -ଭାରତରେ AIର ଉପଯୋଗିତା ଉପରେ ରଖିଲେ ମତ -AI ଆମର ଅର୍ଥନୀତି , ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟାରମ୍ଭ କରିସାରିଛି -ଭାରତରେ AI ପ୍ରତିଭାର କୌଣସି ଅଭାବ ନାହିଁ -ଦେଶର ୧୪୦ କୋଟି ଲୋକଙ୍କ ପାଇଁ AI ଭିତ୍ତିଭୂମି କରିପାରିଛୁ -ବୈଷୟିକ ଡାଟା ସୁରକ୍ଷା ପାଇଁ AIର ବ୍ୟବହାର କରାଯାଉଛି -ବିଶ୍ବରେ AIର ଉପଯୋଗିତା ବଢ଼ିବାର ଆବଶ୍ୟକତା ରହିଛି -AIକୁ ମନୁଷ୍ୟ ସମାଜର ବିକାଶ କ୍ଷେତ୍ରରେ ଲାଗୁ କରିବା ଦରକାର.

0
Default choosing

Did you like our plugin?