Search
Close this search box.

ପ୍ରଦୀପ ଜେନା OERC ଅଧ୍ୟକ୍ଷ

ଭୁବନେଶ୍ୱର, ୨୮/୦୩: ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନାଙ୍କୁ ବଡ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ରାଜ୍ୟ ସରକାର। ପ୍ରଦୀପ ଜେନାଙ୍କୁ OERC (ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ) ଅଧ୍ୟକ୍ଷ ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର। ପୂର୍ବତନ ମୁଖ୍ୟ ଶାସନ ସଚିବ ଥିଲେ ପ୍ରଦୀପ ଜେନା। ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ସୂଚନା ଦିଆଯାଇଛି। ସୁରେଶ ମହାପାତ୍ରଙ୍କ ପରେ ଓଇଆରସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିଲା।

Bichitra Dunia
Author: Bichitra Dunia

Leave a Comment