ବଲାଙ୍ଗୀର ଜିଲ୍ଲା ସିନ୍ଧେକେଳା ଥାନା ଡଙ୍ଗରପଡ଼ା ଗାଁ ର ଅଭିରାମ କଟା ତାଙ୍କ ପୁଅ ଉତ୍ତମ କଟା ସହ ଗତ କିଛି ଦିନ ତଳେ ତାମିଲନାଡୁ ର ଧର୍ମପୁରି ଜିଲ୍ଲା କୁ ଦାଦନ ଖଟିବା ପାଇଁ ଯାଇଥିଲେ। ତେବେ ଆଜି ସନ୍ଧେହ ଜନକ ଭାବେ ତାଙ୍କ ମୃତ୍ୟୁ ହୋଇଛି। ତେବେ ପାରିପାର୍ଶ୍ଵ ଦୃଷ୍ଟି କୁ ଦେଖି ତାଙ୍କୁ କେହି ହତ୍ୟା କରି ଦେଇଥିବା ସନ୍ଧେହ ହେଉଛି।ତେବେ କେଉ କାରଣ ରୁ ତାଙ୍କ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଭାବେ ଜଣା ପଡି ନ ଥିବା ବେଳେ ଦୁଇ ଶ୍ରମିକ ର ମୃତ୍ୟୁ କୁ ନେଇ ସସପେନ୍ସ ବଢ଼ି ଚାଲିଛି।
ବଲାଙ୍ଗୀର ରୁ ସନ୍ତୋଷ କୁମାର ପଟ୍ଟନାୟକ ରିପୋର୍ଟ୍
