ବିଜେଡି ସହ ଅଛି , ରହିଛି , ରହିବି କହିଲେ ସନା ମହାକୁଡ଼
-‘ମୁଁ ଦଳ ଠାରୁ ଦୂରେଇନି; ଦଳ ସହ ଅଛି , ରହିଛି , ରହିବି’
-ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉଛୁ, ଆଲୋଚନା କରୁଛୁ
-ସେ ପୂରା ରାଜ୍ୟର ମୁଖ୍ୟମନ୍ତ୍ରୀ , ବିଜେପିର ମୁଖ୍ୟମନ୍ତ୍ରୀ ନୁହଁନ୍ତି
-କାହିଁକି ଦଳୀୟ ବୈଠକକୁ ଆସିଲେନି ବୋଲି ନବୀନ ପଚାରିଲେ
-ଅସୁସ୍ଥତା ଥିବା କହିଲି , ବିଜେପି ଯାଉଛନ୍ତି କି ବୋଲି ସେ ପଚାରିନାହାନ୍ତି
-ସେ ଦଳର ମୁରବି , ପଚାରିବା ଅଧିକାର ତାଙ୍କର ଅଛି.
