ଏଥିରେ ଟାଟା ପାୱାର ଭୂମିକା ନାହିଁ , ଜେନେରେଟରରେ ଚାଲିଥିଲା’
-‘ଯେଉଁ ରାଜନୈତିକ ଦଳ ପ୍ରଶ୍ନ କରୁଛି , ଟିକେ ମନେ ପକାନ୍ତୁ’
-‘ରାଷ୍ଟ୍ରପତିଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମରେ ଲାଇଟ୍ କଟିଥିଲା’
-‘ସେତେବେଳେ ଜେନେରେଟର ନୁହେଁ , ସରକାରୀ ସପ୍ଲାଇ ଥିଲା’
-‘ସେତେବେଳେ କଣ ହେଲା ଆଜିଯାଏଁ ସ୍ପଷ୍ଟୀକରଣ ମିଳିନି’
-ଅନ୍ୟକୁ ପଚାରିବା ପୂର୍ବରୁ ନିଜକୁ ଦେଖନ୍ତୁ- କେଭି ସିଂଦେଓ.
