Search
Close this search box.

ଚାଷୀ ପାଇଲେ ବିନା ମୂଲ୍ୟରେ ବିରି ବିହନ ‘ |

ମାହାଙ୍ଗା : (ବିଚିତ୍ର ଦୁନିଆ )ଓଡ଼ିଶା ସରକାର ଦ୍ୟାରା ଓଡ଼ିଶା କୃଷି ବିଭାଗ ପକ୍ଷରୁ ଓ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ ଙ୍କ ନିର୍ଦେଶ କ୍ରମେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ପୋଡାମରାଇ ପଞ୍ଚାୟତର ଛ ଗୋଟି ଗ୍ରାମ ର ଚାଷୀ ମାନଙ୍କୁ ମାଗଣାରେ ବିରି ବିହନ ଯୋଗାଇ ଦେଇଥିଲେ। ପଞ୍ଚାୟତର ସଭାପତି ପବିତ୍ର ମୋହନ ପ୍ରଧାନ ନେତୃତ୍ୱରେ ଓ VlW ରାଜେନ୍ଦ୍ର ନାଥ, ମାହାଙ୍ଗା ବ୍ଲକ କୃଷକ ସାଥୀ ସଘଂ ସଭାପତି ମନୋରଂଜନ ଦାସ, ସୁମିତ୍ରା ବେହେରା ଓ ପଞ୍ଚାୟତର କାର୍ଯ୍ୟକର୍ତ୍ତା ହରିହର ରାଉତ, ସଂଗ୍ରାମ ରଥ, କାଳନ୍ଦୀ ଖଟୁଆ, ପୂର୍ଣ୍ଣ ଚନ୍ଦ୍ର ରାଉତ, ଖଗେଶ୍ବର ବାରିକ, ପୁନାନନ୍ଦ ମଲ୍ଲିକ, ଶ୍ୟାମ ସୁନ୍ଦର ପଲେଇ, ପବିତ୍ର କୁମାର ରାଉତ, କମଳ ଲୋଚନ ମଲ୍ଲଙ୍କ ଉପସ୍ଥିତିରେ ବିରି ଚାଷୀ ମାନଙ୍କୁ ବଣ୍ଟନ କରଯାଇଥିଲା। ଚାଷୀ ବିରି ବିହନ ମାଗଣା ପାଇ ପଞ୍ଚାୟତର ଚାଷୀ ମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।

Bichitra Dunia
Author: Bichitra Dunia

Leave a Comment